STORYMIRROR

Subrat Malik

Drama Fantasy

3  

Subrat Malik

Drama Fantasy

ବିଜ୍ଞାନ ଓ ପ୍ରକୃତି

ବିଜ୍ଞାନ ଓ ପ୍ରକୃତି

1 min
177


ବିଜ୍ଞାନ ଯେତେ କଲେ ବି ଅଗ୍ରଗତି 

ପାରିବନି କେବେ ମୃତ୍ୟୁକୁ ରୋକି

ସେଥିପାଇଁ ତ ମଙ୍ଗଳଗ୍ରହରେ ପାଦ ଥାପିଥିବା ଜୀବଶ୍ରେଷ୍ଠ

ଡରିଯାଏ ଆଜି ନିଜ ସମ୍ପର୍କୀୟ ଶବକୁ ଦେଖି ।।ପ୍ରକୃତି ଯେତେ କଲେ ବି ଅତ୍ୟାଚାର

ସହିଯିବ ହସି

ହସି ବଦଳରେ ଦେଉଥିବ ନିଜ ସବୁ ଖୁସି ଜୀବଜଗତର କଲ୍ୟାଣ ପାଇଁ ଯେହୁତୁ ତାହାର ସୃଷ୍ଟି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama