STORYMIRROR

Ranjita Das

Inspirational

4  

Ranjita Das

Inspirational

ବୀର ଯବାନର ବୀର ବାଣୀ

ବୀର ଯବାନର ବୀର ବାଣୀ

1 min
639

ମା' ଲୋ ତୋରି ସୁରକ୍ଷା ପାଇଁକି

ସାତ ଦରିଆ ମୁଁ ଲଙ୍ଘିଯିବି ।

ତୋରି ସେବାରେ ପ୍ରାଣ ଗଲେ ମୋର

ଶାନ୍ତିରେ ମୁଁ ଆଖି ବୁଜିଦେବି ।

ଅବଶୋଷ କିଛି ରହିବନି ଲୋ ମା'

ତୋ ପାଇଁ ପ୍ରାଣ ମୋ ସମର୍ପିଵି ।

ଦେଶର ସୁରକ୍ଷା ପାଇଁ ଲଢ଼ି ଲଢ଼ି ଶେଷେ

ତୋ କୋଳରେ ଚିର ନିଦ୍ରାରେ ଶୋଇଯିବି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational