STORYMIRROR

MADHU MITA

Inspirational

2  

MADHU MITA

Inspirational

ବୀର ରକ୍ତ

ବୀର ରକ୍ତ

1 min
145


ଟୋପାଏ ପଡ଼ିଲେ ଗାଢ଼ରଙ୍ଗ ହୋଇଯାଏ..

ଛାତି ଭିତରେ କିଛି ଶବ୍ଦ ଦେଇଯାଏ..


ଜାଣେନା ସେ କିଏ କେଉଁ ପ୍ରାନ୍ତରର..

ନ ତରଳେ ହୃଦ କେ ରଖି ପ୍ରସ୍ତରର..


ଗରମ ସେ..ଉଷ୍ମ ଭାବ ହିଁ ବହିଥାଏ..

ସିଂହିନୀ ହିଁ ସିଂହ ଶାବକକୁ ଜନ୍ମିଥାଏ..


ଫୁତ୍କାର କରି ଟୋପେ ଲହୁକୁ ଝରାଇ..

ସେନା ହସିଦିଏ ମାତୃଭୂମି ଆଡେ ଚାହିଁ..


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational