STORYMIRROR

Gadadhar Sahoo

Abstract

2  

Gadadhar Sahoo

Abstract

ବିଦ୍ୟାଳୟ

ବିଦ୍ୟାଳୟ

1 min
274

ମାଟି ସିଲଟ

ଚକ୍ ଖଡିର

ମୁଣ୍ଡୁଳା ଭିତରେ

ବ୍ରହ୍ମା ବିଷ୍ଣୁ ମହେଶ୍ଵର

ସୃଷ୍ଟି ପାଳନ ସଂହାରର

ମନ୍ତ୍ର ବୁଝିବୁ

ଅକ୍ଷର ଶିଖିଲେ

ଅ ଠାରୁ କ୍ଷ

ୟ ଓ ଲ ପର୍ଯ୍ୟନ୍ତ


ଅଜ୍ଞାନ ଅନ୍ଧାର ଦୂରେଇବ

ଜ୍ଞାନ ଆଲୁଅ ଜଳି ଉଠିବ

ବିଦ୍ୟାଳୟରେ ବିଦ୍ୟା ଆରମ୍ଭରେ

କିଛି ଅକ୍ଷର

କିଛି ସଂଖ୍ୟାର

ମିଳିତ ସମାହାରରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract