STORYMIRROR

Dipti lekha Mishra

Abstract Others

2  

Dipti lekha Mishra

Abstract Others

ବିବାହ

ବିବାହ

1 min
90

ଝିଅ ଦେଖା ପାଇଁ ଧାଡି ଲାଗୁଥିଲା

ସଣ୍ଠଣା ସୁନ୍ଦର ଖୋଜା ହେଉଥିଲା

ଏବେ ଖାଲି ଖୋଜା ହେଉଛି ଧନ

ବିବାହ ସରିଗଲେ ହୁଏ ଗୁମର ଖୋଲା।


ପ୍ରେମ ବିବାହ ହେଉ କି 

ବାପା ମାଆ ଇଛ୍ଥାରେ

ମନ ମିଳନ ହେଉନି ବରକନ୍ୟାର


କଥାକଥାକେ ଲଢୁଛନ୍ତି ଠାରଠୁରିରେ

ନ ହେଲେ ଯାନ୍ତି ଥାନାକୁ

ସବୁ କହନ୍ତି ଏ ସବୁ ପଟୁଆର॥


ବିବାହ କରନ୍ତି ରକ୍ତ ସଂପର୍କରେ

ଦେଖନ୍ତିନି କିଏ ଭଲ ମନ୍ଦ

ଚାକିରି ଚାକର ଖୋଜି ଖୋଜି ସବୁ

ପାଉଛନ୍ତି ଶତ ଶତ ଆନନ୍ଦ ॥






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract