STORYMIRROR

Manaswinee Dash

Drama

4  

Manaswinee Dash

Drama

ବିବାହ କୁଣ୍ଡଳୀ

ବିବାହ କୁଣ୍ଡଳୀ

1 min
343

କୁଣ୍ଡଳୀ ଦେଖି ହେଲା ବାହାଘର, 

କହିଲେ ରାଜଜୋଟକ ଅଛି ତୁମ ଦୁହିଁଙ୍କର,

ପ୍ରେମ ରେ ରହିବେ ପରସ୍ପର, 

ଗଢିବେ ଖୁସି ସଂସାର। 


ରାଜଜୋଟକ କଣ ଜଣା ନାହିଁ, 

ଗୁଣ ଦିହିଁନ୍କର ତ ମିଶୁ ନାହିଁ, 

ଜଣେ ପୁରୁବ ତ ଜଣେ ପଶ୍ଚିମ ମୁହିଁ, 

ଜୀବନ ରହିଛି କନ୍ଟକିତ ହେଇ। 


ବିବାହ କୁଣ୍ଡଳୀ କୁ ବିଶ୍ବାସ କରିବି କିପରି, 

ରାଜଜୋଟକ ସତ ମାନିବି କିରି, 

କେମିତି ଯିବ ଏ ଜୀବନ ସରି,

ଜୀବନ କୁଣ୍ଡଳୀ କଷମଟରେ ଯିବସରି ।



Rate this content
Log in

Similar oriya poem from Drama