STORYMIRROR

Ashisa Kumar Das

Abstract Romance

3  

Ashisa Kumar Das

Abstract Romance

ବିବାହ ବନ୍ଧନ

ବିବାହ ବନ୍ଧନ

1 min
189

ବିବାହ ବନ୍ଧନ ସାତ ଜନମକୁ

ଅଭୁଲା ସୃତିିଟେ ପରା

ସଂପର୍କ ତୁମର ମଜଗୁତ ହେଉ

ସୁଖ ସାନ୍ତି ସ୍ନେହ ଭରା।

ପତି ପନ୍ନୀ ଭଳି ମଧୁର ସଂପର୍କ

ଦୁନିଆରେ କିଛି ନାହିଁ

ମନ ହରସରେ ପବିତ୍ର ପ୍ରେମରେ

ଜୀବନ କଟିବା ପାଇଁ।

ଦୁନିଆର ଯେତେ ଖୁସି ସବୁ ଅଛି

ମିଳିଯାଉ ତୁମ ପାଇଁ

ବିପଦେ ଆପଦେ ଦୁହେ ଦୁହିଙ୍କର

ରହିଥାଅ ଛାଇ ହୋଇଁ।

ସଦା ସରବଦା ହସ ଫୁଟୁଥାଉ

ମୁଖ ମଣ୍ଡଳରେ ତୁମ

ଭଲ ପାଉଥାଅ ସାରା ଜୀବନଟା

ଯେଭଳି ପ୍ରଥମ ପ୍ରେମ।

ଲକ୍ଷ୍ମୀ ନାରାୟଣ ଯୋଡି ତୁମ ହେଉ

ଏତିକି ମୋହର କାମ୍ୟ

ବିବାଦ ବନ୍ଧନ ସାର୍ଥକ ହୋଇବ

ଭଲ ପାଇବାଟା ପୁଣ୍ୟ।

ଭାଇ ଟିଏ ଭାବି ଏତିକି ଲେଖିଛି

ଭୁଲ ଥିଲେ କ୍ଷମା କର

ବିବାହ ବାର୍ଷିକ ହେଉ ତୁମ ପାଇଁ

ସୁଖ ସାନ୍ତି ମୈତ୍ରିର। 


       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract