STORYMIRROR

ରୀକ୍ଷିରାମ ମେହେର

Romance

3  

ରୀକ୍ଷିରାମ ମେହେର

Romance

ବିବାହ ବନ୍ଧନ,ପ୍ରେମ ବନ୍ଧନ

ବିବାହ ବନ୍ଧନ,ପ୍ରେମ ବନ୍ଧନ

1 min
264


ସଂସାର ସାଂସାରିକ ଗୃହସ୍ତ ଜୀବନ

    ଯୁଗ ଯୁଗର ପବିତ୍ର ବିବାହ ବନ୍ଧନ,

ଟୁଇଟି ଆତ୍ମା ଭାଵ ସମ୍ପର୍କ ମିଳନ

    ହୃଦୟରୁ ଗଢ଼ା ସାଂସାରିକ ଚଳନ,

ଦୁହେଁ ଦୁହିଁଙ୍କ ପାଇଁ ଗଢ଼ା ସଂସାରେ

   ସାଂସାରିକ ସୃଷ୍ଟିର ପ୍ରସାର ନିୟମ,

ସ୍ତ୍ରୀ ପୁରୁଷ ନେଇ ସଂସାର ସୃଷ୍ଟି

  ସତୀ ମହାଦେବଙ୍କ ଅମୃତ ବରଦାନ,

ପରସ୍ପର କୁ ନେଇ ସୃଷ୍ଟି ପରିବାର

   ତାହା ପୁଣି ଅରମ୍ବ ବିବାହର ବନ୍ଧନ,

ମନ ଦିଅ ନିଆ ପ୍ରଥମ ଚାହାଣୀର

  ଖୋଲା ହୃଦୟ ଆତ୍ମାର ସମ୍ପର୍କ ଦିନ,

କାହିଁ କେତେ ଯୁଗରୁ ସୃଷ୍ଟି ଏ ମିଳନ

   ପ୍ରାରମ୍ଭିଲେ ସତୀ ମହାଦେବ ପ୍ରେମ,

ସେହିଦିନୁ ଏ ମିଳନ ଚିର ଦିନ ପାଇଁ

   ସଂସାର ପାଇଁ ସାଂସାରିକ ସ୍ମୃତି ଚିହ୍ନ,

ଦଶ ଦିଗ ଦଶ ପାଳ ହୁଅନ୍ତି ସାକ୍ଷ୍ୟ

     ପରିକ୍ରମା ଅଗ୍ନିଦେଵଙ୍କ ଚତୁର୍ପାର୍ଶ୍ୱ,

ଦଶ ପରିକ୍ରମା ଦଶ ବଚନ ଗ୍ରହଣ

   ପରସ୍ପର ଦୁହେଁ ଦୁହିଙ୍କ ବରଣ ମାଲ୍ୟ,

ଜନ୍ମ ଜନ୍ମାନ୍ତର ପାଇଁ ଆବଦ୍ଧ ନିଜେ

    ସାତ ଜନ୍ମ ପାଇଁ ମନ ମିଳନ ହୃଦୟ, 

ଟୋପାଏ ସିନ୍ଦୁର କିଣିନିଏ ଶରୀର

   ନାରୀ ପୁରୁଷର ଏହିତ ପବିତ୍ର ବନ୍ଧନ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance