Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Fantasy

3  

Suresh chandra Padhy

Fantasy

ଭୟ

ଭୟ

1 min
261



ଭୟ ନୀତି ଆସେ ମନରେ ଆମର

କେବେ କାହା ପ୍ରତି ଭୟ ଆସେ

ଠିକଣା ନାହିଁ ତାର

କିଛି ଅଜଣା ଭୟ ଜୀବନେ ଆତଙ୍କ

ଭରିଦିଏ

ମନ ର ଭୟ ସବୁ ଅଶାନ୍ତିର

କାରଣ ହୁଏ

ଭୟ ଯୋଗୁ ସଂସାର ବି ଭଙ୍ଗି ଯାଏ

କିଏ କାହାକୁ ଭୟ କରି ଜୀବନ

ହାରି ଦିଏ

ମଣିଷ ମଣିଷ ର ଶତ୍ରୁ କେବେ ହୋଇଯାଏ

ଭୟ ଭୀତ କରି ସବୁ କିଛି

ଲୁଟି ନେଇଯାଏ

ଭୟ ଅଧିକ ହେଲେ କେମିତି ବଂଚିବ ମଣିଷ

ତୁଟି ଯିବ ସଭିଙ୍କ ପ୍ରତି ଜୀବନେ ବିଶ୍ୱାସ

ଅଜଣା ରୋଗ ଏବେ ଭୟ ର କାରଣ ହୋଇଛି

ଜୀବନେ ସୁରକ୍ଷିତ ହେଲେ ଭୟ ନ ଲାଗୁଛି ।



Rate this content
Log in