Laxminarayan Sahoo
Inspirational
ଭଉଣୀ ଲୋ
ମୁଁ ପାରୁନାହିଁ
ଋଣରୁ ମୁକୁୁୁଳିି
କଥା ଦେଇ
ପାରୁନି ମୁଁ ରଖି
ହାତରେ ମୋ ଚୁଡ଼ି
ଗୋଡ଼ରେ ଶିକୁଳି ।
ଅବେଳରେ
ତୋର ଚିତା
ଯାଏ ଜଳି
ତୁ ନିର୍ଭୟା
ତୁ ପ୍ରିୟଙ୍କା
ଭାଇପଣ ମୋର
ପଡୁଅଛି ବଳି ।
ତୋ ଦେହରେ
କଳାଗାର ଟାଣୁଥିବା
ଜହ୍ଲାଦ ବି
କାହାର ନା କାହାର
ଭାଇ ଟିଏ
କେମିତି ଯାଉଛି ଭୁଲି !
ମୁଁ କଂସ
ତୁମ ଜନ୍ମ ଦିନର...
ପୁଣିଥରେ ଆରମ୍ଭ...
ଏ ସାବିତ୍ରୀରେ....
ସପନର୍ ଘରଟେ ବନ...
ତୁମେ ଆଉ ଟିକିଏ...
ହେ ଗୁରୁ
ପ୍ରେମ
ଏଣ୍ଡୁଅ
ମୁଁ ଗାଆଁରେ ଅଛ...
ମୋହ ମୋହ
ପିନ୍ଧାଇ ସିନ୍ଦୂର ମୁଣ୍ଡେ ସୁନ୍ଦର ମାଆ କାଳୀ ଘଣ୍ଟ ଘଣ୍ଟା ଧ୍ୱନି ପ୍ରତିଧ୍ଵନିରେ ମେଳି ଚାଲ ଯିବା ସର୍ବେ କାଉଁର... ପିନ୍ଧାଇ ସିନ୍ଦୂର ମୁଣ୍ଡେ ସୁନ୍ଦର ମାଆ କାଳୀ ଘଣ୍ଟ ଘଣ୍ଟା ଧ୍ୱନି ପ୍ରତିଧ୍ଵନିରେ ମେଳି ...
ପାର୍ବଣେ ଦେବୀତ୍ୱର ମହ ମହ ଚୁଆ ଚନ୍ଦନ ବାସ୍ନା ମା'ର ମୃଣ୍ମୟୀ ତଳେ ପ୍ରସମିତ ତା' ପଶୁତ୍ୱର ତୃଷ୍ଣା ପାର୍ବଣେ ଦେବୀତ୍ୱର ମହ ମହ ଚୁଆ ଚନ୍ଦନ ବାସ୍ନା ମା'ର ମୃଣ୍ମୟୀ ତଳେ ପ୍ରସମିତ ତା' ପଶୁତ୍ୱର ...
ସରକାର ଯଦି ଅଯୋଗ୍ୟ ହୁଏ ରାଇଜ ଦୁଃଖକୁ ବୁଝିବ କିଏ ଯୋଜନାର ଫର୍ଦ୍ଦ ସରୁନି ଏଠି ଆମେରେ ଗରିବ ଖଟୁଛୁ ବେଠି ସରକାର ଯଦି ଅଯୋଗ୍ୟ ହୁଏ ରାଇଜ ଦୁଃଖକୁ ବୁଝିବ କିଏ ଯୋଜନାର ଫର୍ଦ୍ଦ ସରୁନି ଏଠି ଆମ...
ମୋର ଠାରୁ ସାନ ଦୁଇ ପିଲା ଯାକ ଉଠେଇ ଦେଲେ ମୋତେ ଭାଲୁ ଚାଲିଗଲା ବାଟରେ ଭାଇହେ ମୋର ଠାରୁ ସାନ ଦୁଇ ପିଲା ଯାକ ଉଠେଇ ଦେଲେ ମୋତେ ଭାଲୁ ଚାଲିଗଲା ବ...
ଜାଗିଉଠ କବି ଜାଗିଉଠ କବି
ଦୁଲି ଖେଲସନ୍, ଗିତ୍ ଗାଏସନ୍ ଖାଏସନ୍ ପିଁନସନ୍ ବନେ, ନୁଆଁ କପଡ଼ା ଲତା ପିଁଧି କରି ଉସତ୍ ଆନନ୍ଦ୍ ମନ ଦୁଲି ଖେଲସନ୍, ଗିତ୍ ଗାଏସନ୍ ଖାଏସନ୍ ପିଁନସନ୍ ବନେ, ନୁଆଁ କପଡ଼ା ଲତା ପିଁଧି କରି ଉ...
ସମର୍ପିତା ସୌଭାଗିନି ସମର୍ପିତା ସୌଭାଗିନି
ଅପହରି ମାତ ହୃଦୟ କ୍ଷତାକ୍ତ ମାତ୍ର ତୁଣ୍ଡେ ଥାଏ ବିଷ ସାଧ୍ୟ ଅଛି କା'ର ଖଟାଇଣ ବଳ ଲଙ୍ଘିବ ବିଧି ନିର୍ଦ୍ଦେଶ ଅପହରି ମାତ ହୃଦୟ କ୍ଷତାକ୍ତ ମାତ୍ର ତୁଣ୍ଡେ ଥାଏ ବିଷ ସାଧ୍ୟ ଅଛି କା'ର ଖଟାଇଣ ବଳ ଲଙ...
ଯା ଦେବୀ ସର୍ବଭୂତେଷୁ ନାରୀ ରୂପେଣ ସଂସ୍ଥିତା ଯା ଦେବୀ ସର୍ବଭୂତେଷୁ ନାରୀ ରୂପେଣ ସଂସ୍ଥିତା
କବିତା ଅମୃତ ବର୍ଷଣ କରିଣ ଢାଳିଦେଲ ଦେଶପ୍ରେମ । ପ୍ରକୃତି ମାତାର ଯୋଗ୍ୟତମ ସୁତ କବିତା ଅମୃତ ବର୍ଷଣ କରିଣ ଢାଳିଦେଲ ଦେଶପ୍ରେମ । ପ୍ରକୃତି ମାତାର ଯୋଗ୍ୟତମ ସୁତ
ମାଲୋ ତୁହି ମୁକ୍ତି ଦାୟୀ ଦୁର୍ଗା ନାମ ଧ୍ୟାୟି ମୁଁ ଜପ କରଇ ପୁଣି..... ମାଲୋ ତୁହି ମୁକ୍ତି ଦାୟୀ ଦୁର୍ଗା ନାମ ଧ୍ୟାୟି ମୁଁ ଜପ କରଇ ପୁଣି.....
ଏତିକି ପ୍ରାର୍ଥନା ମୋହର ଦିଅ ତୁ ଆଶିଷ ପୟରେ ପ୍ରଣତି ତୋହର ଏତିକି ପ୍ରାର୍ଥନା ମୋହର ଦିଅ ତୁ ଆଶିଷ ପୟରେ ପ୍ରଣତି ତୋହର
ବୃଷଭ ବାହନ ଅବା ଗଜାନନ ପୃଷ୍ଠେ ମାତା ଅବତରି ଶୋହେ ତବ କର ଡମ୍ବରୁ ତ୍ରିଶୂଳ ବୃଷଭ ବାହନ ଅବା ଗଜାନନ ପୃଷ୍ଠେ ମାତା ଅବତରି ଶୋହେ ତବ କର ଡମ୍ବରୁ ତ୍ରିଶ...
ମଣିବୁ ଆଜିଠୁ ଶ୍ୱଶୁରଙ୍କୁ ପିତା ଶାଶୁଙ୍କୁ ନିଜର ମାତା କଲେ ସୁକର୍ତ୍ତବ୍ୟ ଦୁହିତା ହୁଅଇ ଦୁଇ କୁଳ ପ ମଣିବୁ ଆଜିଠୁ ଶ୍ୱଶୁରଙ୍କୁ ପିତା ଶାଶୁଙ୍କୁ ନିଜର ମାତା କଲେ ସୁକର୍ତ୍ତବ୍ୟ ଦୁହିତା ହୁଅଇ...
ଭଣଜାଭାଣଜୀ ତୋ ହୃଦ ଚନ୍ଦନ ନୟନ ପିତୁଳା ପରି । ସ୍ନେହ ମମତାରେ ବାନ୍ଧି ରଖିଥିବୁ ସଦା କୋଳାଗ୍ରତ କରି ଭଣଜାଭାଣଜୀ ତୋ ହୃଦ ଚନ୍ଦନ ନୟନ ପିତୁଳା ପରି । ସ୍ନେହ ମମତାରେ ବାନ୍ଧି ରଖିଥିବୁ ସଦା...
ଯୁଗେ ଯୁଗେ ଦ୍ରୌପଦୀ ଯୁଗେ ଯୁଗେ ଦ୍ରୌପଦୀ
ଅଢେଇ ଦିନର ମଣିଷ ଜୀବନ ଫୋଟକାର ସମ ତୁଛ ପଡିଲେ ପଥର ହେବାନି କାତର ହେବାରେ ଫଳନ୍ତି ଗଛ । ଅଢେଇ ଦିନର ମଣିଷ ଜୀବନ ଫୋଟକାର ସମ ତୁଛ ପଡିଲେ ପଥର ହେବାନି କାତର ହେବାରେ ଫଳନ୍ତି ଗଛ ।
ଶୀତ ସକାଳର ସ୍ମୃତିଚାରଣ ଶୀତ ସକାଳର ସ୍ମୃତିଚାରଣ
" (କଥା ହେଲେ) ସମୁଦୁଣୀ ଆହା କି ହୁସିଆର ହାର ମାନିଯିବେ ବଡ ଡାକ୍ତର ମିଠା ଖାଇ ହେବ ଡାଇବେଟିସି ଚୁଡା, ମୁଢି, ଖଇ ଆଣିଛ... " (କଥା ହେଲେ) ସମୁଦୁଣୀ ଆହା କି ହୁସିଆର ହାର ମାନିଯିବେ ବଡ ଡାକ୍ତର ମିଠା ଖାଇ ହେବ ଡାଇବେଟିସି...