ଭୁଲ୍ ରୁ ଠିକ୍ ଯାଏଁ
ଭୁଲ୍ ରୁ ଠିକ୍ ଯାଏଁ
ଭୁଲ୍ କରିଛି
ତେଣୁ ଠିକ୍ କେମିତି ହୁଅନ୍ତା!!
ଠିକ୍ ହେଇଥିଲେ
କିଛି ଭୁଲ କେମିତି ହୁଅନ୍ତା!!
ତଥାପି ସବୁ ଭୁଲ୍ ର
ସମାପ୍ତି ଥାଏ!!
ଯଦି ଭୁଲ୍ ପାଇଁ ମନେ
ପ୍ରାୟଶ୍ଚିତ ଭରିଯାଏ !!
ଆଉ ତା ପାରେ ସେ ଭୁଲ୍
ଆପେ ଆପେ ଠିକ୍ ହୋଇଯାଏ!!
