Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debabrata Barik Debunu

Inspirational Thriller

3  

Debabrata Barik Debunu

Inspirational Thriller

ଭୁଲ ଅଛି ମୋର କୋଉଠି

ଭୁଲ ଅଛି ମୋର କୋଉଠି

1 min
84



 

ମୋ ନିଜ କାହଣୀ

ମୋ ନିଜ ଚରିତ୍ର

କେବେ ଯଦି ଏକା ଥାଏ

ମୋ ନିଜ କୁ ମୁଁ ନିଜେ ପଢୁଥାଏ 

ଲେଖିବାକୁ ଉପନ୍ୟାସ ଟିଏ 

ଜାଣିଛି ମୁଁ କେବେ ଲେଖି ପାରିବିନି

ପ୍ରୀତି ପୀରତିର ଗାଥା ।

ତଥାପି ଲେଖିବି କିଛି କିଛି ନୂଆ

ଭଲ ପାଇବାର ଭାଷା

ଜାଣି ନାହିଁ ନୂଆ ଶବ୍ଦର ବୈଦିକ

ଜାଣି ନାହିଁ ଭାଷା ସାହିତ୍ୟ

ସାହିତ୍ୟ ସମ୍ମାନ ଓଡ଼ିଆର ମାନ

ଏହା ହିଁ ଆଜିର ସତ ।

ଯାହା ବି ଲେଖିଲେ ମନ ମାନେ ନାହିଁ

ଲାଗେ ଅଛି କିଛି ତ୍ରୁଟି

କାହାକୁ କହିବି କିଏ ସେ ଦେଖିବ

ଭୁଲ ଅଛି ମୋର କୋଓଠି ।



Rate this content
Log in

Similar oriya poem from Inspirational