STORYMIRROR

Alhadini Panigrahi dash

Abstract

2  

Alhadini Panigrahi dash

Abstract

ଭୋକ

ଭୋକ

1 min
366

ଭୋକ ଲାଗି ସାଧୁ ଅସାଧୁ ହୁଅଇ

ସନ୍ଥ ହୋଇଯାଏ ଚୋର

ଭୋକର ନିଆଁ ରେ କେତେ ପରିବାର

ଜଳିପୋଡି ହୁଏ ଖାର


କିଏ ଜଳୁଥାଏ ପେଟର ଭୋକରେ

ଭାତ ମୁଠାକ ର ପାଇଁ

କିଏ ଫିଙ୍ଗିଦିଏ ଅଳିଆ ଗଦା ରେ

ବଳକା ଖାଦ୍ୟ କୁ ନେଇ


ଅନାହାର ମ୍ରୁତ୍ୟୁ ସଂଖ୍ୟା ବଢିଚାଲେ

କିଏ ପେଟେ ଖାଇ ମାରେ ହାଇ

କାହାର କୁକୁର ମାଂସ,ଭାତ ଖାଏ

A.C.room ରେ ଶୋଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract