ଭୋକ
ଭୋକ
ନେତା କୁ ଏଠି ଚୌକି ଭୋକ
ଜନତା କୁ ଏଠି ଖାଇବା ଭୋକ
ମିଡିଆ କୁ ଖବର ଭିକ
କିଛି ନମିଳେ ଏ ସବୁ ଦେଖାନ୍ତି ଭେକ
କିରାଣୀ ଙ୍କୁ ଲାଞ୍ଚ ର ଭୋକ
ପୋଲିସ କୁ କେସ ଭୋକ
ଗାଡି କୁ ପେଟ୍ରୋଲ ଭୋକ
କିଛି ନମିଳେ ଏ ସବୁ ଦେଖାନ୍ତି ଭେକ
ପ୍ରେମିକ କୁ ପ୍ରେମ ର ଭୋକ
ପ୍ରେମିକା କୁ ଶୋପିଙ୍ଗ ଭୋକ
ମଦୁଆ କୁ ଭାଟି ର ଭୋକ
କିଛି ନମିଳେ ଏ ସବୁ ଦେଖାନ୍ତି ଭେକ
ସାଙ୍ଗ କୁ ମାଡ଼ ର ଭୋକ
କବି କୁ କବିତା ଭୋକ
ଲେଖକ ଙ୍କୁ ଲେଖକ ଭୋକ
କିଛି ନମିଳେ ଏ ସବୁ ଦେଖାନ୍ତି ଭେକ
ଚପରାସି କୁ ୨୦୦ ଟଙ୍କା ଭୋକ
ହାବିଷ୍ୟଲି କୁ ଆମିଷ ଭୋକ
ଜଗା କୁ ମାଡ଼ ର ଭୋକ
କିଛି ନମିଳେ ଏ ସବୁ ଦେଖାନ୍ତି ଭେକ
