Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

arun sahoo

Classics

3  

arun sahoo

Classics

ଭଙ୍ଗା ଲଣ୍ଠନ

ଭଙ୍ଗା ଲଣ୍ଠନ

1 min
347


ମିଞ୍ଜି ମିଞ୍ଜି ହୋଇ ଜଳୁଛି ସଳିତା

ଅପେକ୍ଷା କରିଛି କେହି ଜଣେ ଆସିବ

ତେଜିବ ମୋର ଶିଖାକୁ

ମୁଁ ଜଳିବାକୁ ଚାହେଁ।                      

ଜଳି ମୁଁ ପାରୁନି "ଭଙ୍ଗା ଲଣ୍ଠନ" ରେ ।


ଭଙ୍ଗା ଲଣ୍ଠନ କାହିଁକି ଲାଗେ ଏତେ ନିଜର

ପାଉନି ଖୋଜି ମୁଁ ସେ ଉତ୍ତର

ତା ଭାବନାରେ ମୁଁ ଉଜାଗର 

କି ସମ୍ପର୍କ ଅଛି ତାର ମୋର

ସ୍ମୃତିତାର ନୀତି ଘାରୁଛି ମୋତେ 

ଭୁଲି ମୁଁ ପାରୁନି ଭଙ୍ଗା ଲଣ୍ଠନର ।


Rate this content
Log in

Similar oriya poem from Classics