Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sonali Swapna Patra

Romance Classics Fantasy

3  

Sonali Swapna Patra

Romance Classics Fantasy

ଭଲପାଏ ମୁହିଁ

ଭଲପାଏ ମୁହିଁ

1 min
158


ଭଲପାଏ ମୁହିଁ ତୁମରି କଥାକୁ

ଶୁଣେ ସଦା କାନ ଡେରି,

ସବୁ ଜାଣି ତୁମେ ଅଜଣା ହେଉଛ

ହସୁଛି ମୁଁ ଜାଣିପାରି ।


ଭଲପାଏ ମୁହିଁ ତୁମ ଆଲିଙ୍ଗନ

ଲୋଡା ସଦା ତୁମ ବାହୁ,

ଦୂରେଇ ଦେବନି ମୋତେ ଆହେ ପ୍ରିୟ

ପାଇବି ତୁମକୁ କାହୁଁ ।


ଭଲପାଏ ମୁହିଁ ତୁମ ଓଠ ସ୍ପର୍ଶ

ସଦା ଚାହେଁ ମୁଁ ଚୁମ୍ବନ,

ଚୁମି ଅଧରକୁ ଦିଅ ତୃପ୍ତି ମୋତେ

ଶୀତଳ ଭରା ଚନ୍ଦନ ।


ଭଲପାଏ ମୁହିଁ ତୁମ ରାଗରୁଷା

ଆଉ ତୁମ ଅଭିମାନ,

ବିରକ୍ତ ହେବନି କଥାରେ ମୋହର

କଥା ଦିଅ ପ୍ରାଣଧନ ।


ଭଲପାଏ ମୁହିଁ ଭଲପାଉଥିବି

ଜୀବନର ଶେଷ ଯାଏଁ,

ଦୂରେଇ ଦେବନି ତୁମ ପାଶୁ କେବେ

ତୁମ ବିନା ମୁଁ କିଛି ନୁହେଁ ।


Rate this content
Log in

Similar oriya poem from Romance