STORYMIRROR

Lakshapati Podh

Romance

3  

Lakshapati Podh

Romance

ଭଲ ପାଉ ଥିଲୁ କାହିଁ ପାଇଁ

ଭଲ ପାଉ ଥିଲୁ କାହିଁ ପାଇଁ

1 min
228

ଯଦି ଯିବା ର ଥିଲା ଦିନେ ।

ଏ ଜୀବନରେ ଆସୁ ଥିଲୁ କାହିଁ ପାଇଁ।।

ଯଦି ଏକା କରିବାର ଥିଲା ଦିନେ।

ପାଖକୁ ଆସୁ ଥିଲୁ କାହିଁ ପାଇଁ।।

ଯଦି ଛାଡି ବାର ଥିଲା ଦିନେ।

ଏତେ ଭଲ ପାଉ ଥିଲୁ କାହିଁ ପାଇଁ।।

ଦୁଇ ଦିନର ପ୍ରେମ ଦେଖାଇ।

ଛାଡି ଗଲୁ କାହିଁ ପାଇଁ।।

ଯଦି କନ୍ଦାଇବାର ଥିଲା ଦିନେ।

ହସାଇବା ଶିଖାଇଲୁ କାହିଁ ପାଇଁ।।

ଏତେ ଭଲ ପାଇବା ପରେ ଭି।

ଭୁଲି ଗଲୁ କିଛି କ୍ଷଣେ କାହିଁ ପାଇଁ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance