ଘୃଣା ନାହିଁ ଧର୍ମ କର୍ମ କରିବାର ବେଳ ପ୍ରେମ ଶକ୍ତି ପ୍ରେମ ଶାନ୍ତି ପ୍ରେମ ଓଡ଼ିଆ କବିତା କ୍ଷଣେ ପାଖକୁ ଜୀବନରେ ଦିନର କନ୍ଦାଇବାର ହସାଇବା ଶିଖାଇଲୁ ବର୍ଷା ଏକ ସ୍ମୃତି ସେଇ ପିଲାଦିନର କଳାହାଣ୍ଡିଆ ମେଘ ଦେଖି ମାଆ କୋଳରେ ଲୁଚିବାର ବାପାଙ୍କ ଫେରିବା ବାଟକୁ ଚାହିଁ ମାଆ କାନ୍ଦିବାର I ଅସରାଏ ବର୍ଷୀଯିବା ପରେ ଆମ୍ବବାଡିରୁ ଆମ୍ବ ଗୋଟେଇ ଭାଇ ସହ ଭାଗିଦାରୀ କରିବାର I

Oriya କରିବାର Poems