Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Comedy Action Others

3  

ବି. ନିରୁପମା

Comedy Action Others

ଭଲ ମାନୁଅଛି ତୋତେ

ଭଲ ମାନୁଅଛି ତୋତେ

1 min
422


ଇଲୋ ବୁଢ଼ୀମାଆ କି ରୂପ ଇଏ,

ଏଇ ଚଷମାଟା ଦେଇଛି କିଏ ।


ଭଲ ମାନୁଅଛି ତୋତେ

ଚାଲିଶା ଫାଳିଶା ସବୁ ଛାଡ଼ିଯିବ

ଦେଖୁଥିବୁ ଯାହା ଯେତେ ।


ଅଜା ଦେଖି ତୋର ଏମନ୍ତ ରୂପ,

ଚମକିକି ନିଶ୍ଚେ ଡାକିବେ ବାପ ।


ଦେଲେ କିଳିକିଳା ରଡ଼ି;

ହୁଳହୁଳି ଗୋଟେ ପକେଇ ଦେବୁ ତୁ

ଯିବ ତାଙ୍କ ଡର ଛାଡ଼ି ।


ଚୁନୁ, ବୁନୁ,ଟୁନୁ ସେପାଖେ ମିଳି,

ଦେଖି ତୋର ରୂପ ମାରନ୍ତି ତାଳି ।

ଫେଶନ ଶୋ'ରେ ଭାଗ;


ନେବୁ ଯଦି ତୁହି କହୁଅଛି ମୁହିଁ 

ଜିତିକି ଆସିବୁ ଆଗ ।


Rate this content
Log in

Similar oriya poem from Comedy