STORYMIRROR

Amita Dash

Inspirational

3  

Amita Dash

Inspirational

ଭକ୍ତି

ଭକ୍ତି

1 min
216


ଭକ୍ତି ଅର୍ପଣ

ଭକ୍ତି ସମର୍ପଣ

ଭକ୍ତି ଆରାଧନା

ଭକ୍ତି ତପସ୍ୟା

ଭକ୍ତିରୁ ମିଳେ ମୁକ୍ତି

ମୂକ କଥା କୁହେ

ପଙ୍ଗୁ ପର୍ବତ ଲଘେଁ

ଭକ୍ତିର ଶକ୍ତିରୁ ମିଳେ ଏଇ ଫଳ

ଭକ୍ତିର ଡୋରି ଲାଗିଲେ କାଳିଆ

ଭକତଟିଏ ବସିବା ଜାଗାରୁ ପହଞ୍ଚି ଯାଏ ପୁରୀଧାମ

ନରେନ୍ଦ୍ର ଜଳରେ ବୁଡଟିଏ ମାରି

ପୁଟୁଳିରେ ପୂଣ୍ୟ ଫଳ କରେ ମୁଁ ସଞ୍ଚୟ

ବଡ଼ଦାଣ୍ଡରେ ପତିତପାବନ ଚାହିଁ ଦେଇ

ମୁଣ୍ଡିଆ ମାରିଲେ କୋଟି ଜନ୍ମର ପାପ ହୁଏ କ୍ଷୟ

ଆନନ୍ଦ ବଜାରରେ ଅଭଡ଼ା ଖାଇ ନାଚିବି ମୁଁ ତୋର ନାମ ଗାଇ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational