STORYMIRROR

Reeta aparajeeta Mohanty

Classics

3  

Reeta aparajeeta Mohanty

Classics

ଭକ୍ତ ରାବଣ

ଭକ୍ତ ରାବଣ

1 min
155


ରାମୟଣ ପ୍ରବଳ ପ୍ରତାପୀ ଚରିତ୍ର

ସେ ଶିବ ଭକ୍ତ ରାବଣ 

ଶିବ ଙ୍କୁ କଠୋର ତପ କରି

ଅସମ୍ଭବ ବର ପାଇଥିଲେ

ତାଙ୍କ ଜ୍ଞାନ ଗୁଣର କିଛି 

ସୀମା ନଥିଲା 

ହେଲେ ଆତ୍ମ ଅଂହ 

ନାରୀର ଅପହରଣ 

ସବୁ ରାବଣ ର ମରଣର ହୁଏ 

କାରଣ .....।

ନିଜ ଅଲିଅଳୀ ଭଉଣୀ 

ସୁପଣାନଖା କଥାରେ ପଡି 

ସେ ବ୍ରାହ୍ମଣ ବେଶରେ ଯାଇ 

କରେ ସୀତା ହରଣ 

ନିଜେ ହାତେ ନିଜ ଗାତ 

ଖୋଳେ ଭକ୍ତ ରାବଣ

 ପାପ ର ଆୟୁଷ ସରେ।

ଜ୍ଞାନ ଗୁଣ ସବୁ ହାରିଯାଏ

ସବୁ ବରଦାନ ପରାସ୍ତ ହୁଏ

ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଙ୍କ 

ହାତରେ 

ସେ ଜ୍ଞାନୀ ଗୁଣୀ ବୋଲି

ତାଙ୍କ ଠାରୁ ଉତ୍ତମ ଶାସକର 

ଲକ୍ଷଣ ଶୁଣନ୍ତି ସ୍ୱୟଂ ପ୍ରଭୁ ରାମଚନ୍ଦ୍ର।

ହେଲେ ଉତ୍ତମ ଭକ୍ତ ବୋଲି

ଆଜି ଜନ ମାନସରେ ରହିଛି ଖ୍ୟାତ 

ବାହାଘର ମନ୍ତ୍ରରେ ବି କୁହାଯାଏ

ଯଥା ରାବଣ୍ୟସ୍ୟ ମନ୍ଦୋଦରୀ

ନିଜ ପାପ ପାଇଁ 

ସନ୍ଥ ଙ୍କୁ ଅତ୍ୟାଚାର ଓ ସୀତା ହରଣ

ପାଇଁ ସ୍ୱର୍ଣ୍ଣ ଲଙ୍କl ହୁଏ ହୁଏ ନଷ୍ଟ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics