Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SAHADEV PARIDA

Inspirational

3  

SAHADEV PARIDA

Inspirational

ଭଜନ

ଭଜନ

1 min
109


ତୋ ବଡ଼ଦାଣ୍ଡରେ ଭିକାରୀ କରିଦେ

ତୋତେଦେଖୁ ଯିବି ନୀତି ପ୍ରତି

ତୋ କଳା ମୁଖକୁ ସଦା ଦେଖୁଥିବି

ତୋର ଆରତି ଦେଖିଵି ମୁଁ ନୀତି 

ରେ କଳା ଚାନ୍ଦ

ଏତିକି କରୁଣା କର ମୋ ପ୍ରତି

ରେକଳା ଚାନ୍ଦ।।

ତୋର ଭକ୍ତପାଦେ ଲୋଟାଇଦେଇ ମୋତେ

ତୋର ଭଜନ ଶୁଣିବି ନିତି

ତୋ ମହାପ୍ରସାଦ ସେବନ କରୁ ଥିଵି

ତୋର ବେଶ ଦେଖିବିଯେମିତି

ରେ କଳା ଚାନ୍ଦ କରୁଥିଲି ସଦା ଭକତି

ତୋର ଚରଣେ ରହୁ ଭକ୍ତି

ରେ କଳାଚାନ୍ଦ।।



Rate this content
Log in

Similar oriya poem from Inspirational