STORYMIRROR

Karuna kara Ghantual

Abstract Tragedy

2  

Karuna kara Ghantual

Abstract Tragedy

ଭିଟାମିନ

ଭିଟାମିନ

1 min
103

ଭିଟାମିନ ଟିକେ ଦେହେ ନାହିଁ ବୋଲି

            ସୁଖି ଦେହ କଣ୍ଟା ହେଲା

    ଅଉଷଧ ପାଇଁ ହାତେ ଧନ ନାହିଁ

           କିଏ ମୋତେ ଦେବା ଭଲା ||

     ଘର କରୁଣାକୁ ବାହାର କାମକୁ

              କାହିଁରେ ନ ହେଲି ମୁହିଁ

    ଯେଉଁ କାମପରେ ହାତକୁ ମାଇଲେ

               ସେଇକାମ ଯାଏ ନଇଁ ||

    ମୁଖ୍ୟମନ୍ତ୍ରୀ ଚାଷୀ ବୀମା ଏ ରଖୁଛି

            କାହିଁରେ ସେ ଭେଟ ନାହିଁ

   ହେଉ କିବା ଚାଷ କିବା ହେଉ ସ୍ୱାସ୍ଥ୍ୟ

             କେଉଁଠି ସେ ଲାଗୁନାହିଁ 

   ସାଧରଣ ଭୋଟ ପାଇଁ ଏଠି ନାଟ

               ଗରିବ ହଟିବା ପାଇଁ

ହାତୀ ଘୋଡା ପାଇଁ ଦେଵି ଭଲରେ ରଖିବି

               ଖସି ଯାଉଛନ୍ତି କହଇ

     ପାଞ୍ଚ ବର୍ଷ ପାଇଁ ଲୋକଙ୍କୁ ଭୁଲାଇ 

             ଗାଦିରେ ବସିଲେ ହେଲା

       ଦୁଃଖି ରଙ୍କି ଜଣ ଭିଟାମିନ ହିନ

              ମଲେ ତାଙ୍କର କି ଗଲା ।

           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract