STORYMIRROR

Sunanda Mohanty

Action Classics Inspirational

3  

Sunanda Mohanty

Action Classics Inspirational

ଭିଟାମାଟି

ଭିଟାମାଟି

1 min
454

ହାତଠାରି ଡାକେ ମୋ ଭିଟାମାଟି 

ପଡ଼ିଥିବି ସେଠି ମୁଁ ମାଟି ସାଉଁଟି 

ଏଇ ମାଟିରୁ ମୁଁ ତୋଳିଛି ଫଳ

ଏଇ ମାଟିରୁ ମୋ ଘର ର ଚାଳ 

ଏଇ ମାଟିରେ ମୋ ବାପା ଚାଷୀ 

ଏଇ ମାଟିର ମାଆ ଦିଏ ଚିତା ଝୋଟି 

ଏଇ ଭିଟାମାଟି ମୋ ପରିଚୟ 

ସୁଦିନେ ଦୁର୍ଦ୍ଦିନେ ହୁଏ ସହାୟ 

ମୋ ପିତୃପୁରୁଷ ଏଇ ମାଟିରେ 

ଶୋଇଯାଇଅଛି ଆତ୍ମତୃପ୍ତିରେ 

ଏଇ ଭିଟାମାଟି ପାଣିପବନ 

ତାକୁଛାଡି ଯିବି ନାହିଁ ଦାଦନ. 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action