Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kshyama sagar Prusty

Inspirational Others

4  

Kshyama sagar Prusty

Inspirational Others

ଭିନ୍ନ ଏକ ମଣିଷ

ଭିନ୍ନ ଏକ ମଣିଷ

1 min
277



ବିଧାତା ଗଢିଛି ବିଚିତ୍ର ଏ ବିଶ୍ୱ

ଜଣେ ନାରୀ ଜଣେ ପୁରୁଷ l

ହେଲେ ମୁଁ ଭିନ୍ନ ଏକ ମଣିଷ ll

ନାଁ ମୁଁ ନାରୀ ନାଁ ମୁଁ ପୁରୁଷ l

ଏ ସ୍ୱାର୍ଥପର ଦୁନିଆରେ

ମୋ ପରିଚୟ କିନ୍ନର

 ଭିନ୍ନ ଏକ ମଣିଷ ll

ସଭିଙ୍କ ମୁଖେ ଭରିବାକୁ ହସ

ମୋର ଭିନ୍ନ ଏକ ପ୍ରୟାସ l

କେବେ ଜନ୍ମଦାତ୍ରୀ ମୋର

ବିଶ୍ୱାସରେ ଦିଏ ବିଷ ll

କେବେ ପାଳନ କର୍ତା ମୋର

ସାଜେ ନର ରାକ୍ଷସ l

ଜୀବନ ନର୍କ ମୋର

ଯନ୍ତ୍ରଣାରେ ଜର୍ଜରୀତ ll

କେବେ ସମାଜ ଦିଏ ନିର୍ଯ୍ୟାତନା

କେବେ ପୁଣି ମିଛ ଆଶ୍ୱାସନା 

କାହାକୁ କରିବି ମୁଁ ବିଶ୍ୱାସ l

ଏ ଭିନ୍ନ ସମାଜରେ

ଭିନ୍ନ ମୋ ପରିଚୟ ll

ମୁଁ ତୃତୀୟ ଲିଙ୍ଗୀ

ଭିନ୍ନ ଏକ ମଣିଷ l


Rate this content
Log in

Similar oriya poem from Inspirational