STORYMIRROR

Krushna Chandra Dakua

Abstract

2  

Krushna Chandra Dakua

Abstract

ଭୀର୍ନ ଏକ ମଣିଷ

ଭୀର୍ନ ଏକ ମଣିଷ

1 min
164

ସତରେ ତୁମେ ଏକ ଭୀର୍ନ ମଣିଷ 

ତୁମକୁ ଅଧ୍ୟୟନ କରିବା ଭାରି ମିସ୍କିଲ୍ 

ଯେମିତି ତୁମେ କେଉଁ ଏକ 

ଅଜଣା ଗ୍ରହ'ର ଅଜଣା ବ୍ୟକ୍ତି

ତୁମ ଭାବ ଭଙ୍ଗୀ ଭାବନା 

ସ୍ପଷ୍ଟ କଥା କହୁଥିବା ବେଳେ

ତୁମ ବଡ଼ ମଣିଷର ଗାରିମା ମୋହ 

ତୁମକୁ ବୁଢ଼ୀଆଣି ଜାଲ ଠାରୁ ମଧ୍ୟ

ଅଧିକ ଶକ୍ତ ଭାବେ ଜାବୁଡ଼ି ଧରିଛି

ତୁମ ସ୍ୱପ୍ନର ଇଲାକାରେ 

ତୁମ ଅଜଣା ଅଚିହ୍ନା ଅପରିଚିତ

ଖିଆଲି ମନର କଥାବାର୍ତ୍ତା ଗୁଡାକ

ବେସ୍ ମନୋହର 

କଥା କୁହନ୍ତି ଏବଂ ନିରବ ରୁହନ୍ତି 

ଏମିତି କେତେଦିନ

ଥରେ ବାହାରି ଆସ

ତୁମର ସେଇ ରାଇଜରୁ ଏବଂ

ତିଆରି କର ଏକ ଭୀର୍ନ ସହର

ଆଧୁନିକତାର ତାଳେ ତାଳେ

ତୁମେ ଯେମିତି ବଦଳି ଯାଉଛ

ଠିକ୍ ସେହି ପରି ବଦଳି ଯାଅ

ଆଊ ବୋଳି ହୋଇଯାଅ 

ପ୍ରଥମ ପ୍ରେମର ରଙ୍ଗ ଛିଟା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract