STORYMIRROR

ମହାଗାଲୁଆ ସନୁ

Abstract

2  

ମହାଗାଲୁଆ ସନୁ

Abstract

ବହି

ବହି

1 min
308

କେତେ କେତେ କଥା ,

କେତେ କେତେ ଜ୍ଞାନ ,

କେତେ କେତେ ବିଦ୍ୟା ,

ସାଇତି ରଖିଛି ତାରି କୋଳ ରେ


କିଛି କିଛି ଅନୁଭବ,

କିଛି କିଛି ଭାବନ୍ତର,

କିଛି କିଛି ସମାନ୍ତର,

ସାଇତି ରଖିଛି ତାରି ଛାତିରେ 


କେତେ କେତେ ଲେଖା ,

କେତେ କେତେ ବ୍ୟଥା,

କେତେ କେତେ ସତ୍ୟ,

ସାଇତି ରଖି ତାରି ଭିତରେ 


କିଛି କିଛି ପରିଣାମ,

କିଛି କିଛି ପରିଣତି,

କିଛି କିଛି ବିବର୍ତ୍ତନ,

ସାଇତି ରଖିଛି ତାରି ମଥାରେ


କେତେ କେତେ ପ୍ରେମ,

କେତେ କେତେ ଭାବ,

କେତେ କେତେ ଛନ୍ଦ,

ସାଇତି ରଖିଛି ତାରି ହୃଦରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract