STORYMIRROR

Abhinaba Pattniak

Inspirational

3  

Abhinaba Pattniak

Inspirational

ବହି

ବହି

1 min
167


                

     ବହି ପାଠ ପଢ଼ି ମୁନୁଷ ହ ରେ ମନୁଆ ବୁଲା ବୁଲି ନାଇଁ କରି ପଣିକିଆ ଘୁସୁଥା ।

     ନଦୀଘାଟ ବନ୍ଧ ପଠା ଆର ବାବୁ ନାଇଁ ଯା ଆ ତତେ ଶିଖେଇ ଦେମି ଲେଖବୁ ରଚନା ।


      ନାଇଁ ଯା ନାଇଁ ଯା ଧନ ବାଡି ଖେଲି ନାଇଁଯା ବଡ଼ା ଗୁଲଗୁଲା ହେଲୁ ତ ଇ ଯୁଗେରେ ମନୁଆ।

      ମୋବାଇଲ ଗୁଟେ ଘିନି ନି ପାରଲିରେ ପୁତା

ଯାହା ଯେନ୍ତା ହଉ ବନେ ହେସି ତର୍ ପାଠପଢା ।


      ଗରୀବ ଵୁଆ ମା'ର ତୁଇ ତ ଉଜଲ୍ ଉଦିଆଁ ତରା 

ବହିକେ ସାଙ୍ଗ କରି ରଖିଦେ ମୋର ନାଁ ଦୁନିଆଁ ସାରା ।


  ଆଜ୍ଞା ଲେଖିଛନ ପଣିକିଆ ଗୀତ ଘୁଷିଦେ ନୟନ ତରା

ଗୁରୁ ସେ ଯେ ପରମବ୍ରହ୍ମ ତାକର କଥା ମାନି ଚଲମା ପରା ।


                


           

              


Rate this content
Log in

Similar oriya poem from Inspirational