Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gadadhar Sahoo

Thriller

2  

Gadadhar Sahoo

Thriller

ବହି

ବହି

1 min
184


ଯା' ଗର୍ଭରେ

ସାଇତା ଥାଏ

ଇତିହାସ ଭୂଗୋଳର ଗାରିମା

ସାହିତ୍ୟ ବିଜ୍ଞାନ ବୃତାନ୍ତ

ଗଣିତ ସିଦ୍ଧାନ୍ତ

ବେଦ ଓ ପୁରାଣ ଗାଥା ।


ଯୁଦ୍ଧ ଶାନ୍ତି

ଅହିଂସାର ମନ୍ତ୍ର

ତାର ପୃଷ୍ଠାରେ ମୁଦ୍ରିତ

ଯୁଗ ଯୁଗ ପାଇଁ

କିଏ କେବେ କହିଥିଲା

ସେ ଏବେ ନାହିଁ

ଏହି ବହି ନିର୍ଭୁଲଭାବେ

ଆମକୁ ତା ଦିଅଇ ଦେଖାଇ ।


ସଭ୍ୟତା ସଂସ୍କୃତି

ଆମ ପରମ୍ପରା ପ୍ରଥା

ସାମାଜିକ ବିଧି ଓ ବ୍ୟବସ୍ଥା

ରାଜନୀତି ଅର୍ଥନୀତି

ପଞ୍ଚଶୀଳ ନୀତି

ଚଣ୍ଡାଶୋକ ଧର୍ମାଶୋକ ବାଣୀ

ତା ଦେହରେ ମୁଦ୍ରିତ ଥାଏ

ଆମ ପାଇଁ

ଯୁଗ ଯୁଗାନ୍ତର

ଦସ୍ତାବିଜ ହୋଇ  ।


Rate this content
Log in

Similar oriya poem from Thriller