STORYMIRROR

Dr Jharana Satapathy

Inspirational

2  

Dr Jharana Satapathy

Inspirational

ଭେଦଭାଵ

ଭେଦଭାଵ

1 min
13.5K


କଳା ଗୋରାର ଭେଦଭାଵ ମନରେ ନାହିଁ

ଭଲପାଉଛେ ଆମେ ଜଣେ ଜଣଙ୍କୁ ଚାହିଁ

କିଏ ଦେଉ ପଛେ ଯେତେ ଅପମାନ

ହିନ୍ଦୁ ଏବଂ ମୁସଲିମ ଆମେ ସଭିଏଁ ସମାନ

ଭୁଲେନା ଭୁଲେନା ମୂକତିର ସେହି ମୂର୍ଛନା

ଶରୀରେ ପ୍ରବାହିତ ଏକ ରକତର ଝରଣା

ସାଥୀରେ ସାଥୀରେ ରହିଛୁ ସ୍ନେହପ୍ରେମରେ

ଭଲପାଇବାର ସେହି ଏକା ବିଶ୍ବାସରେ ।


ଡକ୍ଟର ଝରଣା ଶତପଥୀ

ଭୁବନେଶ୍ବର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational