STORYMIRROR

Sunanda Mohanty

Abstract Inspirational Thriller

4  

Sunanda Mohanty

Abstract Inspirational Thriller

ଭାଷା

ଭାଷା

1 min
17


ଯେତେ ଦୂର ଉଡ଼ୁ ପକ୍ଷୀ 

ଉଡାଣ ଯେତେ ଭଲ ହେଇଥାଉ 

କଷ୍ଟ ବେଳେ ଡାକ ବୋଉ

ଯିଏ ଯେତେ ଛିଗୁଲେଇ କହୁ 

ଭାଷା ମିଠା ମହୁ ସତେ କୋଇଲି କୁହୁ 

ହିନ୍ଦି ଇଂରାଜି ତେଲୁଗୁ ତାମିଲ ଆସୁନି 

ତାକୁ କଣ ମୋ ଭାଷା କହି ଆସେକି 

କହିପାରିବୁ ମୋ ରାଜ୍ୟର ନଈ 

ଫୁଟେ ସେଠି କେତେ ପଦ୍ମ କେତେ କଇଁ 

କହିପାରିବ ମୋ ମାଟି ମାଆ 

ସବୁ ତା ଭିତରୁ ହୋଇ ଆହା ସାହା ରାହା 

ପବନରେ ଶକ୍ତି ପାଣିରେ ଗତି ମୁକ୍ତି 

ଗଛର ଛାଇ ସୂର୍ଯ୍ୟ ଭିଟାମିନ ଡି ଦେଇ 

ଦେଖାନ୍ତି ଏଇ ହିଁ ରାସ୍ତା 

ଖୋଜେନା ମୋ ଦେଶଭାଇ ସୁବିଧା ଶସ୍ତା

 ମୋ ଭାଷା ମତେ ଭଲ ତୋ ଭାଷା ତତେ 

ଦି ପଦ କହି ଦେଲେ ବିଶ୍ୱ ପାଖେ ଲାଗେ 

ମୋ ରାଇଜ ପାଖାଳ ଆମ୍ବ କଷି ବଉଳ 

ରଜ ଦୋଳି ଖେଳ ପୁଣି ଗଛ ଡ଼ାଳ ଦୋଳି ଖେଳ 

ଏମିତି ଅନେକ କଥା ତା ସଙ୍ଗେ କେତେ ନଥା 

ଆଦରକାରୀ କିଛି ନାହିଁ 

ଯିଏ କହୁଛି ମୋ ଦେଶ ରାଜ୍ୟ ଜିଲ୍ଲା ସହର ଗାଁ ନାଁରେ 

ବର୍ଜ୍ୟ ସେହି ରଦ୍ଦି କରି ବିକିଦେବ ମୋ ଗାଁ ଭାଇ


ଯେତେ ଦୂର ଉଡ଼ୁ ପକ୍ଷୀ 

ଉଡାଣ ଯେତେ ଭଲ ହେଇଥାଉ 

କଷ୍ଟ ବେଳେ ଡାକ ବୋଉ

ଯିଏ ଯେତେ ଛିଗୁଲେଇ କହୁ 

ଭାଷା ମିଠା ମହୁ ସତେ କୋଇଲି କୁହୁ 

ହିନ୍ଦି ଇଂରାଜି ତେଲୁଗୁ ତାମିଲ ଆସୁନି 

ତାକୁ କଣ ମୋ ଭାଷା କହି ଆସେକି 

କହିପାରିବୁ ମୋ ରାଜ୍ୟର ନଈ 

ଫୁଟେ ସେଠି କେତେ ପଦ୍ମ କେତେ କଇଁ 

କହିପାରିବ ମୋ ମାଟି ମାଆ 

ସବୁ ତା ଭିତରୁ ହୋଇ ଆହା ସାହା ରାହା 

ପବନରେ ଶକ୍ତି ପାଣିରେ ଗତି ମୁକ୍ତି 

ଗଛର ଛାଇ ସୂର୍ଯ୍ୟ ଭିଟାମିନ ଡି ଦେଇ 

ଦେଖାନ୍ତି ଏଇ ହିଁ ରାସ୍ତା 

ଖୋଜେନା ମୋ ଦେଶଭାଇ ସୁବିଧା ଶସ୍ତା

 ମୋ ଭାଷା ମତେ ଭଲ ତୋ ଭାଷା ତତେ 

ଦି ପଦ କହି ଦେଲେ ବିଶ୍ୱ ପାଖେ ଲାଗେ 

ମୋ ରାଇଜ ପାଖାଳ ଆମ୍ବ କଷି ବଉଳ 

ରଜ ଦୋଳି ଖେଳ ପୁଣି ଗଛ ଡ଼ାଳ ଦୋଳି ଖେଳ 

ଏମିତି ଅନେକ କଥା ତା ସଙ୍ଗେ କେତେ ନଥା 

ଆଦରକାରୀ କିଛି ନାହିଁ 

ଯିଏ କହୁଛି ମୋ ଦେଶ ରାଜ୍ୟ ଜିଲ୍ଲା ସହର ଗାଁ ନାଁରେ 

ବର୍ଜ୍ୟ ସେହି ରଦ୍ଦି କରି ବିକିଦେବ ମୋ ଗାଁ ଭାଇ ।


Rate this content
Log in

Similar oriya poem from Abstract