Sudipta Behera
Abstract
ଜାଣିଲି
ତୁ ଭାରତୀୟ
ଭାରତର ସନ୍ତାନ
କାହିଁ ତୋର ସମ୍ମାନ.
ପିଠି ରେ ପୋଲିସ୍
ବେତ ପାହାର
ଲକ୍ ଡାଉନ
ଭାଙ୍ଗୁ ବାରମ୍ବାର
ଏ କଣ ପରିଚୟ ତୋର
ଭାରତୀୟ...!
ତଫାତ୍
ଜୀବନ ମସଲା
ସେଇ ପୁରୁଣା ସହ...
ନିର୍ବାଣ
ଆଶା
ହସ
ଜୀବନ
ସମ୍ପର୍କ
ପ୍ରେମ
ବାଃ ରେ ମଣିଷ
ଚାକିରୀ ଚାକିରୀ
ଆସ ପ୍ରାଣ ମିତ, ତୁମ ପାଇଁ ଗୀତ ଲେଖିକି ଚାହିଁଛି ଅନାଇ ଆସ ପ୍ରାଣ ମିତ, ତୁମ ପାଇଁ ଗୀତ ଲେଖିକି ଚାହିଁଛି ଅନାଇ
ସାଧକ ଭକତ ହେଲେ ଆନନ୍ଦିତ ଲଭି ତାଙ୍କ ଦରଶନ ଅତି ଯତନରେ ସେବାରେ ଲାଗିଲେ ପୁଲକିତ ତନୁ ମନ ସାଧକ ଭକତ ହେଲେ ଆନନ୍ଦିତ ଲଭି ତାଙ୍କ ଦରଶନ ଅତି ଯତନରେ ସେବାରେ ଲାଗିଲେ ପୁଲକିତ ...
ମା ଗୋ ମା ମା ଗୋ ମା
ପବିତ୍ର ଭାରତ କୃଷ୍ଣ ରାମ ଭୂମି ଅଟେ ପରା ଏହୁ ସର୍ବୋତ୍ତମ ଭୂମି। ପବିତ୍ର ଭାରତ କୃଷ୍ଣ ରାମ ଭୂମି ଅଟେ ପରା ଏହୁ ସର୍ବୋତ୍ତମ ଭୂମି।
ନାରୀ ଜପ ତପ ସାଧନାର ମାର୍ଗେ ପାଇଥାଏ ମହାଶକ୍ତି। ଧର୍ଯ୍ୟ ଶକ୍ତି ବଳ ନାରୀ ଜପ ତପ ସାଧନାର ମାର୍ଗେ ପାଇଥାଏ ମହାଶକ୍ତି। ଧର୍ଯ୍ୟ ଶକ୍ତି ବଳ
ସ୍ଵାଗତ ନବ ସକାଳର ସ୍ଵାଗତ ନବ ସକାଳର
ପୁତ୍ରର ବିଳାପ ପୁତ୍ରର ବିଳାପ
ନିର୍ବାଣ ସୂର୍ଯ୍ୟର ଅଭିମୁଖେ ନିର୍ବାଣ ସୂର୍ଯ୍ୟର ଅଭିମୁଖେ
ସେ ଦିନର ରାମଲୀଳା ଆଜି ଆଉ ନାହିଁ ଯାତ୍ରା ଦଳ କରୁଛନ୍ତି ସାମାଜିକ ବହି। ଫୁଙ୍ଗୁଳା ନାଚରେ ଫାଟେ ତ ସେ ଦିନର ରାମଲୀଳା ଆଜି ଆଉ ନାହିଁ ଯାତ୍ରା ଦଳ କରୁଛନ୍ତି ସାମାଜିକ ବହି। ଫୁଙ୍ଗୁଳା ନାଚରେ...
ବିଭୁ ପାଦ ପଦ୍ମେ ସମର୍ପିତ ପ୍ରାଣେ ଆସକ୍ତି ଛାଡିବା ଆମେ ମିଛ ଭକ୍ତି ଛାଡି ଭାବରେ ଭଜିବା ଜଗତର ନାଥ ନ ବିଭୁ ପାଦ ପଦ୍ମେ ସମର୍ପିତ ପ୍ରାଣେ ଆସକ୍ତି ଛାଡିବା ଆମେ ମିଛ ଭକ୍ତି ଛାଡି ଭାବରେ ଭଜିବା ଜଗତ...
ବସି ଖାଇଲେ ନ ବାଲି ସରେ ଏହା ଯେ ସତ୍ୟ ଭୁଲି ଯାଅ ନାହିଁ ଜୀବନର ଲକ୍ଷ୍ୟ।। ବସି ଖାଇଲେ ନ ବାଲି ସରେ ଏହା ଯେ ସତ୍ୟ ଭୁଲି ଯାଅ ନାହିଁ ଜୀବନର ଲକ୍ଷ୍ୟ।।
ସୁଝିଦେବି ସମ୍ପି ମୋର ତନୁ ମନ ପ୍ରାଣ ଶେଷରେ ମୋ ଜୁଇ ଶେଯ ପରେ ।। ସୁଝିଦେବି ସମ୍ପି ମୋର ତନୁ ମନ ପ୍ରାଣ ଶେଷରେ ମୋ ଜୁଇ ଶେଯ ପରେ ।।
ଆତ୍ମ ସୁଖ ଛାଡ଼ି ହାସ୍ୟ ବିତରିଲେ ଶୁଦ୍ଧ ପ୍ରେମ ଯାଏ ଝରି । ଆତ୍ମ ସୁଖ ଛାଡ଼ି ହାସ୍ୟ ବିତରିଲେ ଶୁଦ୍ଧ ପ୍ରେମ ଯାଏ ଝରି ।
ସଭା ଓ ଆଲୋଚନା କରି ସଚେତନ କଲେ ହୁଏତ ଏ ଅବସ୍ଥାର କିଛି ପରିବର୍ତ୍ତନ ହେବ। ସଭା ଓ ଆଲୋଚନା କରି ସଚେତନ କଲେ ହୁଏତ ଏ ଅବସ୍ଥାର କିଛି ପରିବର୍ତ୍ତନ ହେବ।
କିଏ ଜାଣେ କେଉଁ ନୂଆ ରୂପ ନେଇ ଆସି ଖେଳିବ ସେ କୁଳେ।। କିଏ ଜାଣେ କେଉଁ ନୂଆ ରୂପ ନେଇ ଆସି ଖେଳିବ ସେ କୁଳେ।।
ତାକୁ ଖାଇ ସର୍ବେ ହୁଅନ୍ତି ଖୁସି କାର୍ତ୍ତିକ ପୂର୍ଣ୍ଣିମା ପାଳନ୍ତି ହସି।। ତାକୁ ଖାଇ ସର୍ବେ ହୁଅନ୍ତି ଖୁସି କାର୍ତ୍ତିକ ପୂର୍ଣ୍ଣିମା ପାଳନ୍ତି ହସି।।
ମହାଶୂନ୍ୟେ ସତେ ଯିବକି ମିଳେଇ ମୂଲଚାଲ ପରା କିଛି ସରିନାହିଁ ! ମହାଶୂନ୍ୟେ ସତେ ଯିବକି ମିଳେଇ ମୂଲଚାଲ ପରା କିଛି ସରିନାହିଁ !
ଭକତି କୁସୁମାଂଜଳି ଭକତି କୁସୁମାଂଜଳି
ରଜକ କେବେ କି ଯଜ୍ଞାଚାର୍ଯ୍ୟ ଗ୍ରାହୀ ବେଦାଚ଼ାର୍ଯ୍ୟ ପାଠକଲେ, ଶୁକର ନୁହଇ କେବେବି ଗୋମାତା ସୂର୍ଯ୍ୟ ଚନ୍ଦ୍... ରଜକ କେବେ କି ଯଜ୍ଞାଚାର୍ଯ୍ୟ ଗ୍ରାହୀ ବେଦାଚ଼ାର୍ଯ୍ୟ ପାଠକଲେ, ଶୁକର ନୁହଇ କେବେବି ଗୋମ...