STORYMIRROR

BANITA SAHU

Abstract

2  

BANITA SAHU

Abstract

ଭାରତୀୟ

ଭାରତୀୟ

1 min
320


ଭାରତୀୟ ବୋଲି ଆଜି ମୁଁ ଗର୍ବିତ

ସମସ୍ତେ ଏଠି ଏକ ପରିବାର

ଜଣକ ଦୁଃଖରେ ସମସ୍ତେ ଏକାକାର

ଏଦେଶ ସଂସ୍କ୍ଠତି ଭାରି ନିଆରା

ମନରେ ଥାଏ ପ୍ରେମ ଭରା ପ୍ରିତି

ନଥାଏ ଏଠି ଜାତି ଧର୍ମ

ସମସ୍ତେ ଏଠି ଦିଅନ୍ତି ସମ୍ନାନ

ମନରେ ନଥାଏ ଅଂହ ଭାବ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract