ଭାରତ.....
ଭାରତ.....
ଶାନ୍ତି ଆଉ ସେନେହର ଜୀବନ ସଙ୍ଗୀତ
ପରିଚୟ ଦେଉଥିବା ଅମୃତ ଅସ୍ତିତ୍ୱ
ମାତୃଭୂମି ବନ୍ଦେ
ତୋପଦାରବିନ୍ଦେ
ହିମଗିରି କିରୀଟିନି ତୁହି ମୋର ମାତ
ମମତା ମନ୍ଦାକିନୀ ତୋ ମହିମା ଅନନ୍ତ
ଚରଣରେ ମହୋଦଧି କରେ ପାଦଧୌତ
ଧନ୍ୟ ତୋ ମହିମା
ହେ ଭାରତ ମା
କୋଟି ଭାରତୀୟ ଦେହେ ତୋହରି ରକତ
