STORYMIRROR

Prabhanjana Tripathy

Abstract

4  

Prabhanjana Tripathy

Abstract

ଭାରତ

ଭାରତ

1 min
299


ଭାରତ ମତାକି ଜୟ

କି ସୁନ୍ଦର ସତେ

ଆମ ଭାରତର ନାମ !


ଏଠିହିନ୍ଦୁ ମୁସଲ୍ ଖ୍ରୀଷ୍ଟଇସାଇ

ଜୈନବୈଧି ଯେତେ

ସଭିଏଁ ଆମେ ଗୋଟିଏ ମାଆର

କୋଟିଏ ସନ୍ତାନ ସତେ।


ଅଛି ଯଦି ଆମ ଭେଦ ଭାବ ଧୀରେ

ମିଟାଇ ଦେବୁରେ ମିଶି

ଭାରତ ମାଆ ର ବୀର ସନ୍ତାନ

ଆମେରେ ଭାରତ ବାସୀ।


ଶତ୍ରୁ ଆଗେ ମୁଣ୍ଡ ନୂଆଇଁନୁ

କୋଟାଇଛୁ ସୁନା ଶିର

କାଶ୍ମୀର ଠାରୁ କନ୍ୟା କୁମାରୀ

ଅଛିରେ ଆମ ଭିଡ଼।


କିଏରେ ଶତ୍ରୁ ଆସିବ ଆସୁ

ଭାଙ୍ଗିଦେବୁ ହାତ ଗୋଡ଼

ଦେଖେଇ ଦବୁ ଜେହାଦ କଣ

ବୁଝାଇ ଦେବୁ ନୀତି।


ଖେଦେଇ ଖେଦେଇ ଗୋଡ଼ାଇ ମାରିବୁ

ଆମେରେ ହିନ୍ଦ ଜାତି

ଆମରି ମଥାରେ ଦେବତା ଆଶିଷ

ଆମରି ମାଟିର ପ୍ରୀତି।


ଯା ସୈତାନ ଦୁଷ୍କର୍ମୀ ପାପୀ

ତୁ ଜାଣିନୁ ଆମର ଗତି

ଏଇଠି ପରାରେ କୁରୁ ପାଣ୍ଡଵର

ହୋଇଥିଲା ଯୁଦ୍ଧ ନୀତି।


ଚକ୍ର ବିହ୍ୟୁରେ ଫସାଇ ମାରିବୁ

ହଇଵ କୁକୁର ଭିତ୍ତି

କେତେ ଚେଷ୍ଟା କଲେ ଇଜ୍ଜତ ନ ମିଳେ

ହଜିବ ତୋ ପଣ ସତୀ।


ପ୍ରତ୍ୟେହ ମାରୁ କେତେ ସୈନିକ

ପ୍ରତ୍ୟେହ ଚାହୁଁ ରଣ

ପ୍ରତ୍ୟେହ କରୁ ନାନା ଦୁଷ୍କର୍ମ

କରୁରେ ବୋମା ବର୍ଷଣ।


ରେରେରେ ପାପୀ ଦୁଷ୍ଟ ବିଦ୍ରପି

ସାବଧାନ ହୋଇ ରହ

ଆସିଲାଣି ଦିନ ତୋ କାଳ ଖେଟିଲା

ମନରେ ସଞ୍ଚ ତୁ ଭୟ।


ସମ୍ଭାଳ ନିଜକୁ ନିଜ ଚରିତ୍ରକୁ

ଏବେବି ଅଛିରେ ବେଳ

ଧ୍ବଂସ ହୋଇବ ରାଜ୍ୟ ତୋହରି

ତୋର ପୁରିଲାରେ କାଳ।


ଭାରତ ମତାକି ଜୟ




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract