STORYMIRROR

Subhalaxmi Nayak

Abstract

3  

Subhalaxmi Nayak

Abstract

ଭାରତ

ଭାରତ

1 min
209

କାଶ୍ମୀର ଠାରୁ କନ୍ୟାକୁମାରୀ

ପରିବ୍ୟାପ୍ତ ଭାରତ ଦେଶ

ବିବିଧତା ମଧ୍ୟେ ଏକତା ଦିଶଇ

ଭିନ୍ନ ରାଜ୍ୟ ଭିନ୍ନ ବେଶ।

ଏକତାର ଗୀତି ଗାଆନ୍ତି ସଭିଏଁ

ଉତ୍ତରରେ ଗିରି ହିମାଳୟ ମୁକୁଟ ପରାଏ

ପୂର୍ବରେ ବଙ୍ଗୋପସାଗର ସୌନ୍ଦର୍ଯ୍ୟ ବଢ଼ାଏ

ଦକ୍ଷିଣରେ ଭାରତ ମହାସାଗର ଚରଣ ଧୁଏ

ପଶ୍ଚିମରେ ଆରବ ସାଗର ବଣିଜ କରାଏ।

ଭାରତ ନାମରେ ବିଶ୍ୱ ବିଖ୍ୟାତ

ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ

ଦେଶବାସୀ ଗାଆନ୍ତି ଏକତାର ଗୀତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract