STORYMIRROR

Jagabandhu Sahu

Abstract

2  

Jagabandhu Sahu

Abstract

ଭାରତ ମୋର ମହାନ

ଭାରତ ମୋର ମହାନ

1 min
233

ତିନି ରଙ୍ଗେ ସଜା ନାମ ତୋ ତିରଙ୍ଗା

    ଗୌରବ ତୁ ଭାରତର

ଗଗନେ ପବନେ ଏଇ ଭାରତରେ

     ଉଡୁ ଅଛୁ ଫର ଫର


ତୋତେ ନେଇ ହସ୍ତେ ତୋହରି ଆଗରେ

    ହୋଇ ପୁଣି ନତମସ୍ତ

ଏଇ ଦେଶ ବୀର ଗାଉଛି ଆନନ୍ଦେ

    ତୋର ଜାତୀୟ ସଙ୍ଗୀତ


ହିନ୍ଦୁ ମୁସଲମାନ ଜୈନ ଖ୍ରୀଷ୍ଟିଆନ

   ତୋ ଆଗେ ସବୁ ସମାନ

ଧନ୍ଯ ମୋର ଏଇ ଭାରତ ଭୂମିକୁ

   କରୁଛି କୋଟି ପ୍ରଣାମ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract