STORYMIRROR

Gangotri Priyadarshini

Abstract Action Inspirational

2  

Gangotri Priyadarshini

Abstract Action Inspirational

ଭାରତ ମାତାଙ୍କ ଜୟ

ଭାରତ ମାତାଙ୍କ ଜୟ

1 min
134


ଭାରତ ମାତାଙ୍କ ଜୟ

ଅନ୍ତରେ ଜଗାଏ ଅଦ୍ଭୁତ ଶକ୍ତି

ମନ୍ତ୍ରରେ ବଖାଣେ ଦେଶ ଜାଗୃତି

ଅଭୁଲା ଅତୀତ ଶୌର୍ଯ୍ୟ ସୁଗୀତି ।।


ଭାରତ ମାତାଙ୍କ ଜୟ

ବୀର ଡାକ ମାଟି ମାଆ ହିତରେ

ନଇଁ ଯାଏ ମଥା ଦେଶ ପ୍ରୀତିରେ

ଗଗନେ ପବନେ ଶୁଭେ ଝଙ୍କାର ।।


ଭାରତ ମାତାଙ୍କ ଜୟ

ଜୟ ଯବାନ ଜୟ କିଷାନ

ମାେ ଦେଶ ଭାରତ ବିଶ୍ୱେ ମହାନ

ଗରବେ ଜିଇଁବା ପାଇଁ କରେ ଆହ୍ୱାନ ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract