STORYMIRROR

Padmini Barik

Abstract

2  

Padmini Barik

Abstract

ଭାରତ ମାତା

ଭାରତ ମାତା

1 min
272

ଆତଙ୍କବାଦୀ ଯାଅ 

  ଦୂରକୁ ହଟି 

ସ୍ଵାଧୀନତା ପାଇଛି 

  କାଶ୍ମୀର ମାଟି 

ନପଡିବ ଏଠାରେ 

   ରକତ ଛିଟା 

ଆମେ ସବୁରେ ଆଜି 

   ଭାରତ ବେଟା

ଏହି ପଣ କରୁଛୁ 

   କାଶ୍ମୀର ବାସୀ 

କାମ ଦେଇଛି ଆଜି 

   ମୋଦୀଙ୍କ ଅସ୍ଈ

ଅଖଣ୍ଡ ଭାରତକୁ 

   ସ୍ଵାଗତ କରି 

ବଜା ମାଦଳ ଆଉ 

   ବଜା ତୁ ତୂରୀ

ଭାରତ ମାତାଙ୍କର 

   ରାଜ୍ୟାଭିଷଏକ 

ସୁନାର ଦେହେ ଜେନହେଁ 

   ହୀରା ମସ୍ତକ

ଜୟ ଭାରତ ମାତା 

   ଗୋଟିଏ ସ୍ୱୋରେ 

ଘରେ ଲୁଚିବା ନାହିଁ 

    ଆତଙ୍କ ଡରେ

ସମାଧୀ ମଧ୍ୟୁ ଦେଖ 

    ବୀର ଯବାନ 

ବ୍ୟର୍ଥ ଯାଇନି ତୁମ 

    ରକତ ଦାନ

ଆମେ ସମସ୍ତେ ଆଜି 

    ଭାରତ ବାସୀ 

ଜାତି ଧରମ ବର୍ଣ୍ଣ 

    ଯାଇଛି ମିଶି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract