ଭାରତ ଲାଗି ଆମେ........
ଭାରତ ଲାଗି ଆମେ........
ଆର୍ଯ୍ୟଭୂମିର ଦାୟାଦ ଆମେ
ଗୌର ଆଣିବୁ ତାହାରି ନାମେ
ସୁଷମା ଭରିବୁ ଏଧରା ଧାମେ
କରି ଦେଖାଇବୁ ଆମେ ଯେ କାମେ
ନହେବୁ ତିଳେ ହେଁ କାତର ଶ୍ରମେ
ନବ ଜାଗରଣ ଆଣିବୁ ଗ୍ରାମେ
ଦେଶମାତୃକାର ନିସ୍ଵାର୍ଥ ପ୍ରେମେ
ପ୍ରଶଂସା ଆଣିବୁ ଭାରତ ନାମେ
