STORYMIRROR

kahnu charan sahu

Abstract

3  

kahnu charan sahu

Abstract

ଆମ ବେଳେ

ଆମ ବେଳେ

1 min
255


ହଁ,

ସେ ଦିନ ସତ କହିଥିଲ

ତମ ପାଖରେ ସମୟ ନାହିଁ

ଅନୁରୋଧ କରୁଥିଲି

ଖୁବ ଦରଦୀ ହୃଦୟରୁ...!


ବୁଝିଲ 

ବୁଝିଲ ବୋଲି ତ 

ଅନେକ ବାହାନା କଲ

ହିସାବ ରଖିନି ରଖିବାକୁ ଚେଷ୍ଟା ବି କରିନି

ଯେବେ ଜାଣିଲି ତୁମେ ଓ

ତୁମର ସେ ଭଲ ପାଇବା !


ଭିଜି ଥିଲା ହୃଦୟ ସେଦିନ ହୃଦୟ

କିଛି ଗୋଟେ ପାଇବାର ଆଶା ନାହିଁ

ସବୁ ମିଳେଇ ଗଲା କଳାବଦଳରେ 

ସେବେଠୁ ଜିଉଁଛି ଜୀବନ 

ହସି ହସି !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract