STORYMIRROR

Prabhati Mahapatra

Abstract Tragedy Inspirational

3  

Prabhati Mahapatra

Abstract Tragedy Inspirational

ଭାଙ୍ଗକୁ ଦୂରୁ ଜୁହାର

ଭାଙ୍ଗକୁ ଦୂରୁ ଜୁହାର

1 min
234

ସାଙ୍ଗରେ ସାଙ୍ଗରେ ପିଆନାରେ ଭାଙ୍ଗ

ନେହୁରା ହେଉଛି ତୋତେ

ଭାଙ୍ଗ ମୁଁ ପିଏନା ଭାଙ୍ଗ ମୁଁ ଛୁୁୁୁଏଁନା

ଦେଖି ଜର ଆସେ ମୋତେ ।

ତନ୍ମୟତା ଚିତ୍ତେ ରଙ୍ଗ ପରବରେ

ଢାଳି ଦିଅ ସ୍ନେହ ଜଳ

ଆଶିିଷ ବଳରେ ଦୀର୍ଘାୟୁ ଜୀବନେ

ବିତି ଯିବ କାଳ ବେଳ ।

ଅନୀତି ଦୁର୍ନୀତି ପରିତ୍ୟାଗ କର

ସଦା ତ୍ରାସ ହେବ ଦୂର

ଐରେୟକୁ ଯେବେ ଇନ୍ଧନ କରିବ

ଦେବ କି ଶକତି ବର ?

କପଟତା କରି ଧରାଇବେ ହାତେ

ଛଳନା ଚକ୍ରାନ୍ତକାରୀ

ନିଶା ଶକ୍ତ ଜନ କାହାର ନୁହଁନ୍ତି

ସାହା ହେବେ ନାହିଁ ହରି ।



Rate this content
Log in

Similar oriya poem from Abstract