STORYMIRROR

Sukanti Hotta

Romance

2  

Sukanti Hotta

Romance

ଭାଲେଣ୍ଟାଇନ ଦିବସ

ଭାଲେଣ୍ଟାଇନ ଦିବସ

1 min
154

ଗୋଲାପ ଦେଇ ପ୍ରପୋଜ କରି

ଚକଲେଟ ଖୁଆଇ ଥିଲି

ଟେଡି ଦେଇକରି ଶପଥ କରି

ଗଳେ ଲଗାଇଦେଲି

ପାଖକୁ ଡାକି ଚୁମ୍ବନ ଦେଇ

ଗହଣା କିଣିଥିଲି

ପାର୍କ ନେଇ ଭାଲେନଣ୍ଟାଇନରେ

ଆଇସକ୍ରିମ ଖୁଆଇଦେଲି

ଆମର ଅଟେ ପବିତ୍ର ପ୍ରେମ

ମଳିନ ହେବ ନାହିଁ

ଆର ବର୍ଷକୁ ଅନାଇ ଥିବୁ

ଖୁସିରେ ପାଳିବା ପାଇଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance