ଭାଇ ଭଉଣୀ ଙ୍କ ଶୈଶବ
ଭାଇ ଭଉଣୀ ଙ୍କ ଶୈଶବ
ଭାଇ ଭଉଣୀଙ୍କ ଖେଳ ହସ ରସ
ଭାସ କେଡେ ଚମତ୍କାର
ସୁମଧୁର ଛନ୍ଦେ ନୃତ୍ୟ ଗୀତ
ପୁଣି ଆହାକି ଆନନ୍ଦ କର ।
ଲେଖା ପଢା ପାଇଁ ପରଷ୍ପର ପ୍ରତି
ଅନୁରାଗ ସୃଷ୍ଟି ହୁଏ
ଜଣେ ନ ବୁଝିଲେ ଆରେକ ଆଦରେ
ତାହାକୁ ବୁଝାଇ ଥାଏ ।
କ୍ରୀଡା ସୁଚପଳ ବୟସେ ସୈଶବେ
ଆମୋଦ ପ୍ରମୋଦ ଭରେ
ଯାପନ୍ତି ସମୟ ବେଲେ ବେଳେ
ରତ ହୋଇ ଥାନ୍ତି କଳି ଗୋଲେ ।
ଭାଇ ଭଉଣୀଙ୍କ ଖେଳ ହସ ରସ
ଭାସ କେଡେ ଚମତ୍କାର
ସୁମଧୁର ଛନ୍ଦେ ନୃତ୍ୟ ଗୀତ
ପୁଣି ଆହାକି ଆନନ୍ଦ କର ।
ଲେଖା ପଢା ପାଇଁ ପରଷ୍ପର ପ୍ରତି
ଅନୁରାଗ ସୃଷ୍ଟି ହୁଏ
ଜଣେ ନ ବୁଝିଲେ ଆରେକ ଆଦରେ
ତାହାକୁ ବୁଝାଇ ଥାଏ ।
କ୍ରୀଡା ସୁଚପଳ ବୟସେ ଶୈଶବେ
ଆମୋଦ ପ୍ରମୋଦ ଭରେ
ଯାପନ୍ତି ସମୟ ବେଲେ ବେଳେ
ରତ ହୋଇଥାନ୍ତି କଳି ଗୋଲେ ।
