STORYMIRROR

Bhagyabanta Mahaling

Abstract Inspirational Children

3  

Bhagyabanta Mahaling

Abstract Inspirational Children

ଭାଇ ଭାଇ

ଭାଇ ଭାଇ

1 min
346

ଗରବ୍ ଅହଁକାର୍ ମାରିଦେରେ

ମୁନୁଷ୍ ପନ୍ ଛାଡ୍‌ ନାଇଁ

ଭାଇ ଭାଇ ମିଶି ଥିଲେ

ବିପଦ୍ ପଲାସି କାହିଁ ।


ନାଇଁଜାନି ବେଲେ ଶୁନ୍‌ ଭାଇ

ସେ ରାମ୍ ଲଖନର୍ କଥା

ଏକଜୁଟ୍ ହେଇ ଥିଲେ ବଲି

ତଲ୍ ନାଇଁ ହେଇ ମଥା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract