STORYMIRROR

kahnu charan sahu

Abstract

4  

kahnu charan sahu

Abstract

ଭାଗ୍ୟ ଏକ ସରୁ ରେଖା

ଭାଗ୍ୟ ଏକ ସରୁ ରେଖା

1 min
333


ଜୀବନ ଯାତ୍ରାର ଜଟିଳ ପଥରେ

ଭାଗ୍ୟ ଏକ ସରୁ ରେଖା

ପରିଶ୍ରମ ବଳେ ଯନ୍ତ୍ରଣା ଦେହରେ

ସଫଳତା ହୁଏ ଲେଖା ।


ଅତୀତର ବ୍ୟଥା ହେତୁରଖି ମନେ

ବର୍ତ୍ତମାନ କରି ଦୃଢ଼

ଭବିଷ୍ୟ ଜୀବନେ ଆରମ୍ଭ କରିଲେ

ହଟଇ ବିଫଳ ଜାଡ ।


କଳ୍ପନା ରାଇଜେ ପହଁରିବା ଆଗୁ

ବାସ୍ତବେ ହୃଦୟୁ ଲାଗ

ତେବେଯାଇ ବନ୍ଧୁ ସଫଳତା ଶ୍ରେୟ

ମିଳିବ ତୁମକୁ ଆଗ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract