Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhanjana Tripathy

Abstract

2  

Prabhanjana Tripathy

Abstract

ଭାବୁକ

ଭାବୁକ

1 min
307


ସୈନ୍ଦର୍ଯ୍ୟ ପିପାଶୁ ଭାବୁକ ଭବନା

କଳ୍ପ ଦୃଶ୍ୟର ଅସ୍ପୃଶ୍ୟ କଳ୍ପନା

କବି କଲମର ଉନ୍ନମୁକ୍ତ-ସନ୍ଗ୍ଳାପ

ସଫେଦ୍ ଫରଦେ କରଇ ରଚନା


ବିଦଗ୍ଧ କରି ଗଳ୍ପ ମଞ୍ଜରୀ

ଉଦ୍ଧତ କରି ଆତ୍ମ ବିଲ୍ଲୋରି

କମ୍ପିତ ଶାଣିତ ଉନ୍ମକ୍ତ ବାକ୍ୟେ

ପାଠକ ହୃଦୟେ ଉନ୍ମାଦ ଭରି


କଳ୍ପ-କେଳି ଦେଇ କୋମଳ ଛାତିରେ

ମାୟା ମୟୂରୀର ସ୍ୱପ୍ନିଳ ପ୍ରିତୀରେ

ଲିଖନୀ ସାହଜ୍ୟେ ମାଧୁର୍ଯ୍ୟ ଭରି

କେବଳ ବାହାନା ସ୍ମୃତିରେ ସ୍ମୃତିରେ


Rate this content
Log in

Similar oriya poem from Abstract