STORYMIRROR

Chikun Panda

Fantasy Inspirational

3  

Chikun Panda

Fantasy Inspirational

ଭାବୁଛି ବସି ମୁଁ ଏକା

ଭାବୁଛି ବସି ମୁଁ ଏକା

1 min
195

ଭାବୁଛି ବସି ମୁଁ ଏକା 

      ହୋଇଥାନ୍ତି କି ପକ୍ଷୀଟିଏ

       ଉଡୁ ଥାନ୍ତି ଆକାଶରେ

ଦେବାକୁ ନ ଥାନ୍ତେ କେହି ବାଧା ।

ଭାବୁଛି ବସି ମୁଁ ଏକା 

   ହୋଇଥାନ୍ତି କି ବାଘଟିଏ

   ଡରନ୍ତେ ମତେ ସମସ୍ତେ

   ପାଖ ମାଡିବାକୁ କରନ୍ତେ ମନା ।

ଭାବୁଛି ବସି ମୁଁ ଏକା

    ହୋଇଥାନ୍ତି କି ଜହ୍ନଟିଏ

    ନି ଇତି ଉଁ ଥାନ୍ତି ଆକାଶରେ

କବି ମତେ ଦେଖି ଲେଖ ନ୍ତା କବିତା ।

ଭାବୁଛି ବସି ମୁଁ ଏକା

   ହୋଇଥାନ୍ତି କି ଗପଟିଏ

   ନି ଇତି ପଢ଼ନ୍ତେ ଲୋକ ମତେ

   ଶିଖନ୍ତେ କିଛି ନୂଆ କଥା ।

ଭାବୁଛି ବସି ମୁଁ ଏକା

  ହୋଇ ପାରନ୍ତି ଯଦି ଦୀପ ଶିଖା ଟିଏ

 ଏ ବିଶ୍ୱ ହୁଅନ୍ତା ଆଲୋକିତ ମୋ ଆଲୋକେ

ବିଶ୍ୱବାସୀ ଙ୍କ ହୃଦୟେ ପାଆନ୍ତି ମୁଁ ପୂଜା ।



Rate this content
Log in

Similar oriya poem from Fantasy