STORYMIRROR

Prahallad Sahoo

Abstract Drama Tragedy

4  

Prahallad Sahoo

Abstract Drama Tragedy

ଭାବର ଠାକୁର ମୋ ଜଗନ୍ନାଥ

ଭାବର ଠାକୁର ମୋ ଜଗନ୍ନାଥ

1 min
9

କେଉଁ ଭାବେ ଆଉ ଭାବିବି ତୁମକୁ

ହେ ମୋର ଭାବର ଠାକୁର଼!!!

ଭାବ ଦିଆନିଆରେ ତୁମେ ତ 

ସବୁଠୁ ଶ୍ରେୟସ୍କର। 

ତୁମେ ତ ଭାବକୁ ନିକଟ ପୁଣି

ଅଭାବେ ଦୂର।


ତୁମେ ସୃଷ୍ଟି ପୁଣି ତୁମେ ତ ସ୍ରଷ୍ଟା।

ତୁମେ ଦୃଷ୍ଟି ପୁଣି ତୁମେ ତ ଦ୍ରଷ୍ଟା।


ତୁମେ ସର୍ବଶକ୍ତିମାନ, ତୁମେ ସର୍ବୋଚ୍ଚ 

ତୁମେ ସର୍ବବିଦିତ, ତୁମେ ସର୍ବତ୍ର 


ତୁମେ ସର୍ବାରିଷ୍ଟ ଖଣ୍ଡନକାରୀ

ତୁମେ ସର୍ବମୋକ୍ଷ, ଶାନ୍ତି ପ୍ରଦାନକାରୀ


ତୁମେ ସର୍ବ ଶୁଭାଶୁଭ, ମୋକ୍ଷଦାୟକ

ତୁମେ ସର୍ବ ଉପସ୍ଥିତ, ଦୃଷ୍ଟ ସଂହାରକ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract