Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Samar Ballav Bhoi

Inspirational Others

2  

Samar Ballav Bhoi

Inspirational Others

ଭାବନା

ଭାବନା

1 min
137



ଭାବନା 

ଏକ ସଜଫୁଟା ଗୋଲାପ ପାଖୁଡ଼ା

ଭାବନା

ଏକ ନଈ ତୁଠ ପଥର ସୋପାନ

ଭାବନା

ଏକ ମତୁଆଲା ଚଢ଼େଇର ବିଚରଣ

ଭାବନା

ଏକ ବଗିଚା ର ଜୁଈ,ଜାଈ ସେନା

ଭାବନା

ଏକ ସପନର ନବ ଜାଗରଣ

ଭାବନା

ଦୁଇ ମନର ଏକତ୍ର ମିଳନ।।

ଭାବନା

ଏକ ସନ୍ଦେହ ର ଉଦାହରଣ

ଭାବନା

ଏକ ଭାଷାର ପ୍ରଥମ ସୋପାନ

ଭାବନା

ଏକ ସାହିତ୍ୟ ର ଶବ୍ଦ ଅଙ୍ଗର ଲେପନ

ଭାବନା

ଏକ ଭାବୁକର ଭବ୍ୟ ଗନ୍ତାଘର

ଭାବନା 

ଏକ ଚିରନ୍ତନ ସତ୍ୟ ର ସାହିତ୍ୟ।।


Rate this content
Log in

Similar oriya poem from Inspirational